ମାଟି କିଣିବା
ଦେଖଣା
ମାଟି କିଣିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାଟି କିଣିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]କୌଣସି ସ୍ଥାନରେ ମରି ସେହି ସ୍ଥାନର ମୃତ୍ତିକାରେ ଦେହକୁ ମିଶାଇବା ପାଇଁ ସେଠାକୁ ପୂର୍ବରୁ ଟାଣି ହୋଇଯିବା —To be fated to die at a certain place and to consign one's body to the soil thereof.