Jump to content

ମାଟି କୋଠା

ଉଇକିଅଭିଧାନ‌ରୁ

ମାଟି କୋଠା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମାଟିରେ ନିର୍ମିତ ଛାତଯୁକ୍ତ କୋଠା — A building made of earthen roof.

[ଦ୍ରଷ୍ଟବ୍ୟ —ଯେଉଁ ଦ୍ୱିତଳ ଗୃହର ତଳ ମହଲାର ଛାତ ମାଟିରେ ଆବୃତ ଓ ଉପର ମହଲାର ଛାତ ଛପର ହୋଇଥାଏ ତାକୁ ମାଟି କୋଠା କହନ୍ତି ଆଟୁ ଘରର ଛାତ ମଧ୍ୟ ମାଟିରେ ତିଆରି; କିନ୍ତୁ ସେ ଛାତରେ ମନୁଷ୍ୟ ଚଳାଚଳ

ହୁଅନ୍ତି ନାହିଁ; କିନ୍ତୁ ମାଟିକୋଠାର ତଳ ମହଲାର ମାଟିଛାତ ଉପରେ ଲୋକ ଶୁଆ ଉଠା ବସା କରନ୍ତି