Jump to content

ମାଟି ଖାଇବା କ୍ରି

ଉଇକିଅଭିଧାନ‌ରୁ

ମାଟି ଖାଇବା କ୍ରି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ଶିଶୁମାନେ) ମୃତ୍ତିକା ଭକ୍ଷଣ କରିବା — ୧. (infants) To eat particles of earth.
୨. (ଗର୍ଭଣୀମାନେ) ଦୋହଦସୂଚକ ସ୍ପୃହା ଯୋଗୁଁ ମାଟି ଖାଇବା —୨. (pregment woman) To chew particles of earth during pregnancy.
୩. ମୃତ୍ୟୁ ପରେ ଶବ ରୂପେ ମାଟିରେ ପୋତା ଯିବା —୩. To be buried.

[ଦ୍ରଷ୍ଟବ୍ୟ —ମୁସଲମାନମାନେ ଶବକୁ ପୋତି ସାରି କବର ନିକଟରେ ବସି ରୁଟି ଖାଆନ୍ତି ଓ କହନ୍ତି—ତୁମ୍ ଖାଓ ମିଟ୍ଟି, ହାମ୍ ଖାଏଁ ରୋଟି, ଆର୍ଥାତ୍ ତୁମେ ଖାଅ ମାଟି ଆମ୍ଭେମାନେ ଖାଉଁ ରୋଟି]

ଅନୁବାଦ

[ସମ୍ପାଦନା]
୪. କୁସ୍ତି ଖେଳରେ ଭୂତଳଶାୟ ହେବା —୪. To fall of the ground in a duel.
୫. (ଲକ୍ଷଣାର୍ଥ) କୁକର୍ମ କରିବା ବିଷୟ ସ୍ୱୀକାର କରିବା —୫. To admit that one has done an improper or vile act.