ମାଟି ଗୋବର
ଦେଖଣା
ମାଟି ଗୋବର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାଟି ଗୋବର
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଘର ଆଦି ଲିପିବାପାଇଁ ବ୍ୟବହୃତ ମୃତ୍ତିକା ଓ ଗୋମୟ —Earth and cowdung mixed with water and used for smearing over earthen walls and floors.
ମାଟି ଗୋବର
|
ଘର ଆଦି ଲିପିବାପାଇଁ ବ୍ୟବହୃତ ମୃତ୍ତିକା ଓ ଗୋମୟ —Earth and cowdung mixed with water and used for smearing over earthen walls and floors.