ମାଟି ଗୋବର ହାଣ୍ଡି
ଦେଖଣା
ମାଟି ଗୋବର ହାଣ୍ଡି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ହିନ୍ଦୁ ପରିବାରର ସ୍ତ୍ରୀମାନେ ସକାଳୁ ମାଟି ଗୋବର ପାଣିରେ ଘର, ପିଣ୍ଡା ଓ ଅଗଣା ଆଦି ଲିପିବାପାଇଁ ଯେଉଁ ପାତ୍ରରେ ମାଟି ଗୋବର ପାଣି ଓ ମାଟି ଗୋବର କନା ରଖନ୍ତି —A pot containing watered mixture of earth and cowdung for daily washing of the earthen walls and floors and courtyards.