ମାଟି ଦବକିବା
ଦେଖଣା
ମାଟି ଦବକିବା
ଉଚ୍ଚାରଣ
[ସମ୍ପାଦନା]ମାଟି ଦଲଦଲା(ଲେ)ଇବା,ମାଟି ଦଲ୍ ଦଲ୍ ହେବାଅନ୍ୟରୂପ
ଅନୁବାଦ
[ସମ୍ପାଦନା]ମାଟି ଦବକିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମାଟିରେ ତଳେ ପାଣିଥିବା ଯୋଗୁଁ ମାଟି ନରମ ହେବା ବା ଚାପ ପାଇଲେ ତଳକୁ ବସିଯିବା ଓ ଚାପ ଛାଡ଼ି ଦେଲେ ଉଠିଯିବା —୧. (the earth) Becoming elastic or soft (owing to presence of water below).
- ୨. ଉପରେ ଅତ୍ୟନ୍ତ ଭାର ରଖାଯିବା ଯୋଗୁଁ ଭୂମି ତଳକୁ ଚପିଯିବା —୨. The sinking of the surface of land on account of heavy weight put on it.