Jump to content

ମାଟି ଦେବା

ଉଇକିଅଭିଧାନ‌ରୁ

ମାଟି ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ମୁର୍ଦ୍ଦାରକକୁ ପୋତିବା; କବର ଦେବା — ୧. To bury a dead body; to inter.
୨. (ଏକ ଯୋଦ୍ଧା ବା ପହଲ୍ୱାନ୍ ବିପକ୍ଷ ନିକଟକୁ) ଯୁଦ୍ଧାର୍ଥ ଆହାନସୂଚକ ଟିକିଏ ମାଟି ପଠାଇଦେବା — ୨. To challenge an adversary to a due by sending to him a bit of earth.