Jump to content

ମାଟି ଧରିବା

ଉଇକିଅଭିଧାନ‌ରୁ

ମାଟି ଧରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୁସ୍ତି ଇତ୍ୟାଦିରେ (ମଲ୍ଲ) ଭୂମିକୁ ଜାବୁଡ଼ି କରି ଧରିବା —୧. To hold fast to the earth (said of an athlete).

ଅନୁବାଦ

[ସମ୍ପାଦନା]
୨. (କୁମ୍ଭୀରଆଦି ଜଳଚର ଜୀବ) ବନ୍ଧୁକର ଗୁଳିରେ ଆହତ ହୋଇ ଜଳଶୟର ତଳଦେଶକୁ ଯିବା — ୨. (said of alligators wounded by a bullet) To sink to the bottom.