Jump to content

ମାଟି ପକା

ଉଇକିଅଭିଧାନ‌ରୁ

ମାଟି ପକା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ - (ହିନ୍ଦୀ - କୁମରମ)

[ସମ୍ପାଦନା]

ବାଟଘଷ; ବିବାହ ବା ବ୍ରତ ଘରର ଦୁଇ ଦିନ ପୂର୍ବରୁ ହେବା ଉତ୍ସବ The festivity performed two days before a marriage or thread ceremony.