Jump to content

ମାଟି ବଂଶ ନାହାକ

ଉଇକିଅଭିଧାନ‌ରୁ

ମାଟି ବଂଶ ନାହାକ

ଉଚ୍ଚାରଣ

[ସମ୍ପାଦନା]

(ମାଟିବଂଶ ଅବଧାନ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଓଡ଼ିଶାର ନାୟକ (ଗଣନ) ଶ୍ରେଣୀର ଏକଶାଖା; କ୍ଷିତ ବଂଶ ଅବଧାନ —A class of astrologers of Orissa.

[ଦ୍ରଷ୍ଟବ୍ୟ —ଓଡ଼ିଶାର ନାୟକମାନେ୨ ଶ୍ରେଣୀର, —କ୍ଷିତବଂଶ ବା ମାଟିବଂଶ ନାୟକ ଓ ଖଡ଼ି ବଂଶ ନାୟକ ଖଡ଼ି ବଶ ନାୟକମାନେ ଗଣକବୃତ୍ତି କରନ୍ତି ମାଟିବଂଶ ନାୟକମାନେ ପାଠଶାଳାରେ ଶିକ୍ଷାକତା କରୁଥିଲେ]