ମାଟି ବଳିବା
ଦେଖଣା
ମାଟି ବଳିବା
ଉଚ୍ଚାରଣ
[ସମ୍ପାଦନା]ମାଟି ଲି(ଲେ)ପିବା, ମାଟି ଲେପିବା ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ମାଟି ବଳିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]କାନ୍ଥରେ ବା ଘରରେ ତଳରେ ପାଣିଆ ମାଟିର ପ୍ରଲେପ ଦେବା —To lay a thin layer of mud on a floor or wall; to besmear with mud.
[ଦେ—ମାଟି ବୋଳିବାରେ ମାଟି ଲେପିବା ଅପେକ୍ଷା ମାଟିର ସ୍ତର ମୋଟ ବା ଘନ ହୁଏ]