Jump to content

ମାଟି ମାରିବା

ଉଇକିଅଭିଧାନ‌ରୁ

ମାଟି ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ସ୍ଥାନରେ ବା ମଳତ୍ୟାଗ ପରେ ଦେହରେ ମାଟି ଲଗାଇବା ୨ (ଲକ୍ଷଣାର୍ଥ) କୌଣସି କାର୍ଯ୍ୟରେ ଲାଗି ତାକୁ ନଷ୍ଟ କରିଦେବା