ମାଟୁ
ଦେଖଣା
ମାଟୁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଆଟୁ; ମାଟି ଘରର ଚାଳ ତଳରେ ମାଟି ଛଟା ହୋଇ ତିଆରି କରା ଯାଇଥିବା ଛାତ —The inner roof of a thatched house. which is daubbed with mud.
=== ପ୍ରାଦେଶିକ - (ଗଡ଼ଜାତ)
ଶିକାରୀ ଲୁଚି କରି ବନ୍ୟଜନ୍ତୁଙ୍କୁ ଜଗିବା ପାଇଁ ମାଟି ଭିତରେ ଯେଉଁ ଗର୍ତ୍ତ ଖୋଳା ହୋଇଥାଏ, ଏବଂ ଯାହା ଉପରେ ଡାଳପତ୍ର ଆଦି ଘୋଡ଼ା ଯାଇଥାଏ —A hole below the ground where the hunter lies in ambush for hunting.