Jump to content

ମାଟୁବେଣ୍ଟ

ଉଇକିଅଭିଧାନ‌ରୁ

ମାଟୁବେଣ୍ଟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ)ବି

[ସମ୍ପାଦନା]

ଏକପ୍ରକାର ଶିକାର କରିବା ପ୍ରଣାଳୀ —A device for hunting in which the hunter lies in ambush in a concealed hole under ground and shoots animals which they come near it.

[ଦ୍ରଷ୍ଟବ୍ୟ —ଏଥିରେ ଶିକାରୀ ଭୂମିତଳେ ଗାତଖୋଳି ସେ ଗାତ ମୁହଁରେ ଡ଼ାଳ ପତ୍ର ଆଦି ଘୋଡ଼ାଇ ତହିଁ ମଧ୍ୟରେ ଲୁଚି କରି ଜଗି ବସିଥାଏ ନିକଟରେ ବନ୍ୟ ଜନ୍ତୁ ଆସିଲେ ସେହି ଗାତ ମଧ୍ୟରୁ ଶିକାରୀ ବନ୍ୟଜନ୍ତୁକୁ ଲକ୍ଷ୍ୟ କରି ବନ୍ଧୁକ ବା ଶର ମାରେ ]