ମାଠ
ଦେଖଣା
ମାଠ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ରାସ୍ତା —A road (Apte).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କପା ସୂତାରେ ପ୍ରସ୍ତୁତ ଦେଶୀ ତନ୍ତୁରେ ବୁଣା ମୋଟା ଦୁଇପସ୍ତିଆ ଶୀତ ଚାଦର —୧. A double two-stripped sheet made of cotton thread hand- woven.
[ଦ୍ରଷ୍ଟବ୍ୟ —୧ ବା ୧/?/: ହାତ ଚଉଡ଼ାର ମୋଟ ପଟି ଦୁଇଟିକୁ ଲମ୍ୱ ବାଗରେ ସିଲାଇ କରି ସିଲାଇ ହୋଇ— ଥିବା ୧୨: ହାତ ଲମ୍ୱ ଦୋପାଟ୍ଟା ଚାଦରର ଲମ୍ୱକୁ ୨ ପରସ୍ତ କରି ଭାଙ୍ଗି ଯେଉଁ ୬ ହାତିଆ ଦୋହୋରି ଦୋପାଟା ଚାଦର ହୁଏ ତାକୁ ମାଠ ବୋଲାଯାଏ ଏହାକୁ ମଫସଲରେ ସାଧାରଣ ମଧ୍ୟବିତ୍ତ ଲୋକେ ଶୀତବସ୍ତ୍ରରୂପେ ବ୍ୟବହୃତ କରନ୍ତି]
- ୨. (ସଂସ୍କୃତ - ମନ୍ଥଧାତୁ; ସଂସ୍କୃତ - ମୃଜ ଧାତୁରୁ ମୃଷ୍ଟ)—ଚିକ୍କଣ ବା ପାଲିସ୍ କରିବାର ହତିଆର —୨. An instrument for polishing articles.
[ଉ—ଯୌବନର ମାଠେ ମଠା ହୋଇ ଅଙ୍ଗ—ଯଷ୍ଟି କିବା ପଲ୍ଲବିତା ରାଧାନାଥ. ଯଯାତି]
- ୩. ନୀଚ ଜାତିର ସ୍ତ୍ରୀଲୋକମାନେ ମଣିବନ୍ଧରେ ପିନ୍ଧିବା ପିତ୍ତଳ ପାଲିସ୍ ହୋଇଥିବା ଖଡ଼ୁ — Polished of low castes.
ବିଶେଷଣ - (ସଂସ୍କୃତ - ମୃଷ୍ଟ)
[ସମ୍ପାଦନା]ଚିକ୍କଣ ବା ପାଲିସ୍ କରାଯାଇ ଥିବା (ଅଳଙ୍କାର ଆଦି) —Polished (ornaments etc).
ପ୍ରାଦେଶିକ - (ଉତ୍ତର ବାଲେଶ୍ୱର) ବିଶେଷ୍ୟ - (ତୁଳ ବଙ୍ଗାଳୀ - ମାଠ)
[ସମ୍ପାଦନା]ପଡ଼ିଆ ଜମି —Waste land; meadow.