Jump to content

ମାଠଣି

ଉଇକିଅଭିଧାନ‌ରୁ

ମାଠଣି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମନ୍ଥନ; ସଂସ୍କୃତ - ମୃକ ଧାତୁରୁ ମୃଷ୍ଟ)

[ସମ୍ପାଦନା]
୧. ଅଳଙ୍କାରଆଦିକୁ ବାରମ୍ୱାର ଘଷିବାଦ୍ୱାରା ଉତ୍ପନ୍ନ ପାଲିସ୍ ବା ମସୃଣତା —୧. Polish of ornaments and orther things produced by constant rubbing.
୨. ପାଲିସ୍ କରିବା କର୍ମ — ୨. The act of polishing.