Jump to content

ମାଠର

ଉଇକିଅଭିଧାନ‌ରୁ

ମାଠର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମଠ୍ ଧାତୁ= ବାସ କରିବା+କର୍ତ୍ତ. ଅର)

[ସମ୍ପାଦନା]
୧. ସୂର୍ଯ୍ୟଙ୍କର ପାରିପାର୍ଶ୍ୱିକ ଗ୍ରହବିଶେଷ —୧. Name of a minor plante near or attendant on the sun (Apte).
୨. ବ୍ୟାସଦେବ —୨. The sage Byāsa.
୩. ଶୌଣ୍ଢିକ; ଶୁଣ୍ଢି —୩. Wine-vender.
୪. ବ୍ରାହ୍ମଣ —୪. Brāhmaṇa.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପ୍ରାଚୀନ ଉତ୍କଳର ରାଜବଂଶବିଶେଷ —A dynasty of ancient kings of Orissa.