Jump to content

ମାଠିଆ

ଉଇକିଅଭିଧାନ‌ରୁ
  • ମାଟିର କୁମ୍ଭ; କଳସମାଠିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୃଦ୍ଘଟ)

[ସମ୍ପାଦନା]

ମାଟିର କୁମ୍ଭ; କଳସ —An earthen pitcher; a narrow—necked earthen jar.

[ଉ— ଦେଖିବୁ କେହି ତୁଚ୍ଛା ମାଠିଆ ତୁମ୍ଭର—କୃଷ୍ଣସିଂହ ମହା ଭାରତ]

[ଦ୍ରଷ୍ଟବ୍ୟ —ମାଠିଆ ଓ ହାଣ୍ଡି ପ୍ରଭୃତିରେ ଗୋଲାକାର ତଳଭାଗକୁ ଗାଣ୍ଡି ଓ ମେଲା ବା ଉପରର ପାଖକୁ ମୁହ କହନ୍ତି; ବଡ଼ ଘଟକ ମାଠିଆ ଓ ଛୋଟ ଘଟକୁ ଘଡ଼ି କହନ୍ତି]

ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ -

[ସମ୍ପାଦନା]

ଛୋଟ ଓ ବଡ଼ ମାଟିର ଘଟ —Small or big earthen jar.

[ଦ୍ରଷ୍ଟବ୍ୟ —ଛୋଟ ମାଟି ଘଡ଼ିକୁ ମଧ୍ୟ ସିଂହଭୂମିରେ ମାଠିଆ କହନ୍ତି]