ମାଠିଣି
ଦେଖଣା
ମାଠିଣି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମାଠଣ (ଦେଖ) - —୧. Māṭha (See).
- ୨. ପଲସ୍ତରା ହୋଇଥିବା ଚୂନ ଉପରେ କରଣୀ ଘଷି କରାଯିବା ପାଲିସ୍ —୨. Polish made on a plaster by repeated rubbings with the mason's trowel.
- ୩. କାନ୍ଥ ବା ଚଟାଣ ଉପରେ ଚୂନ ବା ସିମେଣ୍ଟର ପଲସ୍ତରା —୩. Plastering of a wall or floor with lime or cement.