ମାଠିବା
ଦେଖଣା
ମାଠିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ମାଠେଇବା—ଅନ୍ୟରୂପ)
[ମାଠ(ଠେ)ଇବା—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ମୃଜ ଧାତୁରୁ ଉତ୍ପନ୍ନ ମୃଷ୍ଟ; ତୁଳ. ପ୍ରା ମଟ୍ଟ)
[ସମ୍ପାଦନା]- ୧. କୌଣସି ବସ୍ତୁକୁ ଘଷି କରି ମସୃଣ କରିବା — ୧. To polish a thing by repeated rubbing
[ଦ୍ରଷ୍ଟବ୍ୟ —କୋଠାର ତଳରେ ବା କାନ୍ଥରେ ଚୂନ ପଲସ୍ତରା କରି ତାକୁ କରଣୀର ପଛଆଡ଼େ ନ ମାଠିଲେ ତାହା ମସଣ ହୁଏ ନାହିଁ ହାଣ୍ଡି ମାଠିଆକୁ କୁମ୍ଭାର ଗଢ଼ି ସାରିବା ପରେ ତାକୁ ମାଠେ ଖଡ଼ୁରାମାନେ କଂସା ଓ ରସ ଖଡ଼ୂକୁ ମାଠି ଚିକ୍କଣ କରନ୍ତି କଣଆମାନେ ଅଳଙ୍କାରକୁ ମାଠିପଥଦ୍ୱାରା ମାଠି କରି ଚିକ୍କଣ କରନ୍ତି ]
- ୨. (ଦେହରେ ତୈଳାଦି) ଚିକ୍କଣ କରି ବୋଳିବା; ମାଖିବା —୨. To anoint (oil etc)].