Jump to content

ମାଠି ହେବା

ଉଇକିଅଭିଧାନ‌ରୁ

ମାଠି ହେବା

ଉଚ୍ଚାରଣ

[ସମ୍ପାଦନା]

(ମାଠିମୁଠି ହେବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ନିଜ ଦେହରେ ତେଲ, ହଳଦି ଆଦି ଉତ୍ତମ— ରୂପେ ବୋଳି ହେବା —To anoint (oil etc) on one's body.

(ଉ— ହଳଦି ତେଲ ଦୁଇ ନୋହିବା ମାଠି ଅଙ୍ଗେ—ପୀତାମ୍ୱର. ନୃସିଂହପିରାଣ)