Jump to content

ମାଠେଣି ଚୂନ

ଉଇକିଅଭିଧାନ‌ରୁ

ମାଠେଣି ଚୂନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଲୁଗାରେ ଛଣା ହୋଇ କାନ୍ଥ ଆଦିକୁ ମାଠେଣି କରିବା ନିମନ୍ତେ ବ୍ୟବହୃତ ଚୂନ- Sifted lime-paste used in polishing floors and walls.

[ଦ୍ରଷ୍ଟବ୍ୟ —ପୂର୍ବେ ସାଧାରଣରେ ସିମେଣ୍ଟର ବ୍ୟବହାର ଚୁଳ ନ ଥିବା କାଳରେ ପଥରଚୂନକୁ ବାଟି ତାକୁ କାନରେ ଛାଣି ସେହି ସୂକ୍ଷ୍ମ ଲେପଦ୍ୱାରା ମାଠିଣି କରାଯାଉଥାଏ]