Jump to content

ମାଠ ଗୁଣା

ଉଇକିଅଭିଧାନ‌ରୁ

ମାଠ ଗୁଣା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଏକପ୍ରକାର ପାଲିସ୍ କରାଯାଇ ଥିବା ଗୁଣା ବା ନାକପୁଡ଼ାର ଅଳଙ୍କାର ବିଶେଷ —A polished flower (ornament) for the nostril

[ଉ—ନାସିକକାରେ ମଠଗୁଣା, କରଇ ବିବେକ ବଣା—ଭଞ୍ଜ, ଲାବଣ୍ୟବତୀ]