ମାଡ଼ଖିଆ
ଦେଖଣା
ମାଡ଼ଖିଆ
ଉଚ୍ଚାରଣ
[ସମ୍ପାଦନା](ମାଡ଼ ଖାଈ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ମାଡ଼ଖିଆ
|
ଦେଶଜ - ବିଶେଷଣ - ପୁଂ
[ସମ୍ପାଦନା]ମାଡ଼ୁଆ (ବ୍ୟକ୍ତି) — One who is beaten constantly.
ବିଶେଷ୍ୟ -
[ସମ୍ପାଦନା]ମାଡ଼ ଖାଇବା କର୍ମ —The act of being beaten.
(ଉ—ମୋ ମାଡ଼ିଖିଆ ଦେଖି ଦୁଃଖେ ତୁନି ହେଲେ କୃଷ୍ଣସିଂହ ମହାଭାରତ ବିରାଟ)