ମାଡ଼ଣ
ଦେଖଣା
ମାଡ଼ଣ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ମର୍ଦନ; ମାରଣ)
[ସମ୍ପାଦନା]- ୧. ମାଡୢବା; ଚାପିବା — ୧. pressing.
- ୨. ମାରଣ —୨. Killing; slaughter.
- ୩. (ସଂସ୍କୃତ - ମାରଣ) ମାଡ଼ିକରି ମାରି ପକାଇବା ଯୁଦ୍ଧାସ୍ତ୍ର —୩. A weapon of war by which a person is crushed to death.
(ଉ—ଅକାଳ ମହାକାଳ ତ୍ରିକାଳ ବଜ୍ରବାଣ, ଉଡାଣ ବୁଢାଣ ମିଶି ତାଡ଼ଣ ମାଡ଼ଣ ପୀତାମ୍ୱର ନୃସିଂହପୁରାଣ)