ମାଡ଼ରେ କୁଆଛୁଆ ଉଡ଼ିଯିବା
ଦେଖଣା
ମାଡ଼ରେ କୁଆଛୁଆ ଉଡ଼ିଯିବା
ଉଚ୍ଚାରଣ
[ସମ୍ପାଦନା][ମାଡ଼ରେ ଧୁର୍ପ(ର୍ପୁ)ଙ୍ଗା ଉଡିଯିବା—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ମାଡ଼ରେ କୁଆଛୁଆ ଉଡ଼ିଯିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମାଡ଼ ବୃଷ୍ଟି ହେବା — Dealing of repeatted blows like torrents; a shower of blows.
[ ଦ୍ର—ଏହାର ତାତ୍ପର୍ଯ୍ୟ ଏହି ଯେ ଏପରି ଭୟଙ୍କର ପ୍ରହାର ଯେ ତହିଁରେ ଶବ୍ଦରେ ଭୀତ ହୋଇ କୁଆ ବସାରେ ଥିବା କୁଆଛୁଆମାନେ ବସାରୁ ଭଡ଼ି ପଳାଇବେ