Jump to content

ମାଡ଼ିଦେବା

ଉଇକିଅଭିଧାନ‌ରୁ

ମାଡ଼ିଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ମୃଦ ଧାତୁ)

[ସମ୍ପାଦନା]
୧. କୌଣସି ବସ୍ତୁକୁ ବା ବ୍ୟକ୍ତିକୁ ଭୂମିତଳକୁ ବା ପାଣି ଭିତରକୁ ଚାପିଦେବା —୧. To Press a person or thing down to the ground or into the water.
୨. (ମୁହିଁକୁ) ତଳକୁ ପୋତିବା — ୨. To droop down one's head.
୩. ବଳପୂର୍ବକ ପୂରାଇବା : ଭର୍ତ୍ତି କରି ଦେବା; ଗୁଞ୍ଜିବା —୩. To thrust forcibly; to ram.

[ ଉ—ସେ କଣ୍ଟା ଋଷିଙ୍କ ଆଖିରେ ମାଡ଼ି ଦେଲା କୃଷ୍ଣସିଂହ ମହାଭାରତ ବନ ]

୪. କୌଣସି ଦ୍ରବ୍ୟକୁ ଅନ୍ୟ ବଡ଼ ଦ୍ରବ୍ୟ ମଧ୍ୟରେ ପୁରାଇ ଲୁଚାଇବା — ୪. To conceal a thing by putting it inside a bigger thing.

[ଉ—ଦୈତ୍ୟେ ଯେ ବେଦକୁ ହରିଲେ, ନେଇ ସମୁଦ୍ରେ ମାଡ଼ି ଦେଲେ ଜଗନ୍ନାଥ ଭାଗବତ ]