ମାଡ଼ିବା ଦଳିବା
ଦେଖଣା
ମାଡ଼ିବା ଦଳିବା
ଉଚ୍ଚାରଣ
[ସମ୍ପାଦନା](ମାଡ଼ିବା ମକଚିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ମାଡ଼ିବା ଦଳିବା
|
(ମାଡ଼ି ଦଳିଦେବା —ଅନ୍ୟରୂପ)
=== ଦେଶଜ - କ୍ରିୟାପଦ - (ସହିଚର) (ସଂସ୍କୃତ - ମୃଦ ଧାତୁ ଓ ଦଳ ଧାତୁ.)
- ୧. ଗୋଡ଼ରେ ଚକଟିବା — ୧. To trample with the feet.
- ୨. ଗୋଡ଼ଦ୍ୱାରା ମଳାମଳି କରି ନଷ୍ଟ କରିବା — ୨. To spoil a thing by trampling upon it.