ମାଡ଼ି ପକାଇବା
ଅକସ୍ମାତ୍ ବା ଅଜାଣତରେ କୌଣସି ବସ୍ତୁ ଉପରେ ପାଦ ପକାଇ ଦେବା — To tread upon a thing unwares.
(ଯଥା—ମୁଁ ବାଟରେ ଯାଉଁ ଯାଉଁ ଲଣ୍ଡାଏ ଗୋବର ମାଡୢ ପକାଇଲି)