Jump to content

ମାଡ଼ି ମାଡ଼ି ଚାଲିବା

ଉଇକିଅଭିଧାନ‌ରୁ

ମାଡ଼ି ମାଡ଼ି ଚାଲିବା

ଉଚ୍ଚାରଣ

[ସମ୍ପାଦନା]

(ମାଡି ମାଡ଼ି ଯିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଧୀରେ ଧୀରେ ଅଗ୍ରସର ହେବା — ୧. To advance slowly.
୨. ଅଗ୍ରସର ହେବା —୨. To advadace.

(ଉ—ଜନ୍ମିଥିବା ପୂତ୍ରେ ଭୂମିରେ ଥାନ୍ତି ପଡ଼ି. ଏତ ତଡ଼ବଡ଼େ ପଳାଉଅଛି ମାଡ଼ି ମାଡ଼ି ପୀତାମ୍ୱର ନୃସିଂହପୁରାଣ)