Jump to content

ମାଡ଼ି ଯିବା

ଉଇକିଅଭିଧାନ‌ରୁ

ମାଡ଼ି ଯିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ବିସ୍ତାରିତ ହେବା —୧. To spread.
୨. ବୃଦ୍ଧି ପାଇବା —୨. (number of children) To be on the increase.

[ଉ—ଭାଇ ! ସେ ବିଡ଼ମ୍ୱନା କେତେ ପୁତ୍ର କନ୍ୟା; ମାଡ଼ିଗଲେ ବଢ଼ି ପରି କେ କରେ ମନା ଭିକାରୀ ଗୀତଲହରୀ ]

୩. ଚାଲିଯିବା —୩. To walk.

(ଯଥା—ଏଇ ବାଟେ ମାଡ଼ି ଯା ହୋ !)

୪. ବ୍ୟାପି ଯିବା —୪. To overspread; to be diffused.