Jump to content

ମାଡ଼ି ରହିବା

ଉଇକିଅଭିଧାନ‌ରୁ

ମାଡ଼ି ରହିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଆଚ୍ଛାଦିତ କରି ରହିବା; ଆବରଣ କରିବା; ଘୋଡ଼ାଇବା —୧. To envelop; to overcloud.
୨. ସ୍ଥାୟୀ ଭାବରେ ଅଧିକାର କରିବା —୨. To possess; to accupy permanently.

[ଉ—ଗୋପସୁତଙ୍କୁ ଡାକି କହ, ଏ ବନଭୁଇଁ ମାଡ଼ି ରହ ଭୂପତି. ପ୍ରେମ ପଞ୍ଚାମୃତ ]

୩. ସ୍ଥାନ ଅଧିକାର କରିବା —୩. To occupy a space.

[ଉ—ନବଯୁଣ ମାଡ଼ି ରହିଛି ତାର ଥାଟ ସାରଳାଚ ମହାଭାରତ ]