Jump to content

ମାଡ଼ୁଆ

ଉଇକିଅଭିଧାନ‌ରୁ

ମାଡ଼ୁଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ମାଡ଼େଈ ମାଡୋଈ —ସ୍ତ୍ରୀ

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଯେ ପରଠାରୁ ମାଡ଼ ଖାଇବାରେ ଅଭ୍ୟସ୍ତ —୧. Habituated to be beaten by others.
୨. ପ୍ରହାର ଖାଇବାର ଯୋଗ୍ୟ —୨. Desering to be thrashed.

[ଯଥା—ସେ ଗୋଟିଏ ବୃଦ୍ଧ ମାଡ଼ୁଆ]

ବିଶେଷ୍ୟ -

[ସମ୍ପାଦନା]
୧. ଅନ୍ୟଠାରୁ ମାଡ଼ ଖାଇଥିବା ବ୍ୟକ୍ତି —୧. One who has been beaten by another.
୨. ମାଡ଼ ମାରିବା ବ୍ୟକ୍ତି —୨. A person who beats another.

[ଉ—ମାଡ଼ୁଆ ନ ଥାଇ ଗୁହାରିଆ ଢଗ ]