ମାଡ଼ୁ ମାଡ଼ୁ
ଟାଣ ଜିନିସକୁ ବା କଞ୍ଚାଫଳକୁ ଚୋବାଇବାର ଉଚ୍ଚ ଶବ୍ଦ; ଭାଡ଼ୁ ଭାଡ଼ୁ; ମଡ଼ ମଡ଼ — Rattling sound caused by chewing a hard or thing raw fruit.