ମାଡ଼େ
(ମାଡ୍ଡେ—ଅନ୍ୟରୂପ)
ମାଡ଼ର ଏକ ହପ୍ପା —A shower of beating or thrashing.
[ଯଥା— ତତେ ମୁ ମାଡ଼େ ଚଢ଼ାଇବି ଯେ, ତୋର ଦିନାକେତେ ଯାଏ ମନେ ଥିବ ]
ବୋଧ ହୁଏ —Perhaps.