ମାଡ଼୍ୱାରି
ଦେଖଣା
ମାଡ଼୍ୱାରି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାଡ଼୍ୱାରି
|
(ମାଡ଼ୁଆଳି, ମାରବାଡ଼ି, ମାରୁବାଡ଼ି—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମାର୍ବାଡ଼ି; ମାରବାଡ଼ ଦେଶବାସୀ; ରାଜ— ପୁତାନା ରାଜ୍ୟର ଜୟପୁର ଅଞ୍ଚଳବାସୀ —୧. An inhabitant of marwar in Rajputana.
- ୨. (ଲକ୍ଷଣାର୍ଥ) ବ୍ୟବସାୟ ବୁଦ୍ଧିଥିବା ବ୍ୟକ୍ତି —୨. (figurative) A person with business instincts.