ମାଡ଼୍ୱାର୍
ଦେଖଣା
ମାଡ଼୍ୱାର୍
ଉଚ୍ଚାରଣ
[ସମ୍ପାଦନା]ମାଡ଼ୁଆର, ମାରବାଡ଼, ମାରୁଆଡ଼(ନ) ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ମାଡ଼୍ୱାର୍
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମରୁରୁ ମାରବ=ମରୁ ଦେଶ)
[ସମ୍ପାଦନା]ରାଜ— ପୁତାନାର ଉତ୍ତର ପଶ୍ଚିମାଂଶ ମରୁ ଦେଶ; ମାରବାଡ଼ ଦେଶ; ଜୟପୁର, ବିକାନୀର, ମେବାର ଯୋଧପୁର ଆଦି ରାଜ୍ୟ; ମାରୁଆଡ଼ ରାଜ —The state of Joypur, Bikaneer, Jodhupur, Mewar in Rajputana (N.W. India).
[ଦ୍ରଷ୍ଟବ୍ୟ —ଏ ଅଞ୍ଚଳ ମାରବାଡ଼ୀମାନଙ୍କର ବାସସ୍ଥାନ ବାହାବଳପୁର, ଜସଲମିର, ଯୋଧପୁରା, ବିକାନୀର ଆଦି ଅଞ୍ଚଳ ମରୁମୟ ଅଟେ]