Jump to content

ମାଡ଼ ଖାଇଯିବା

ଉଇକିଅଭିଧାନ‌ରୁ

ମାଡ଼ ଖାଇଯିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ପ୍ରହୃତ ହୋଇ ମୃତ ହେବା; ହତ ହେବା — ୧. To be killed.
୨. ସମ୍ପୂର୍ଣ୍ଣ ରୂପେ ବିନଷ୍ଟ ହେବା —୨. To be destroyed or annihilated.

(ଯଥା— ଏ ନଈ ବଢ଼ିରେ ମୋ ବିଲର ତଳିଗୁଡୢକ ବିବାକ ମାଡ଼ ଖାଇଗଲା)

୩. ପ୍ରହୃତ ହୋଇ ପଳାଇଯିବା —୩. To flee away after being beaten.
୪. ପ୍ରହାର ପାଇବା —୪. To be beaten.