ମାଡ଼ ଖୁଆଇବା
ଦେଖଣା
ମାଡ଼ ଖୁଆଇବା
ଉଚ୍ଚାରଣ
[ସମ୍ପାଦନା]ମାଡ଼ ଖାଇବା—ମାଡ଼େ ମରା(ରେ)ଇବା ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ମାଡ଼ ଖୁଆଇବା
|
ଦେଶଜ - କ୍ରିୟାପଦ - (ମାଡ଼ ଖାଇବାର ପ୍ରୟୋଜକ ରୂପ)
[ସମ୍ପାଦନା]କୌଣସି ବ୍ୟକ୍ତିକୁ ପ୍ରହାର ଦେବା ପାଇ ଯାହାଙ୍କର ଅଧିକାର ବା ପ୍ରଭୁତ୍ୱ ଅଛି, ସେହି ବ୍ୟକ୍ତି ବିରୁଦ୍ଧରେ ଉକ୍ତ ପ୍ରଭୁଙ୍କ, ଶିକ୍ଷକଙ୍କ ବା ହାକିମଙ୍କ ଆଗରେ ଫେରାଦ ହୋଇ ପ୍ରଭୁ ଆଦିଙ୍କଦ୍ୱାରା ଉକ୍ତ ବ୍ୟକ୍ତିକୁ ପ୍ରହୃତ କରାଇବା —To cause a person to be beaten by his master or by a person in authority by complaining against him.