ମାଡ଼ ବସିବା
[ମାଡ଼ ବାଜିବା, ମାଡ଼ ଚଢୢବା, ମାଡ଼ ଲଗା(ଦା) ହେବା—ଅନ୍ୟରୂପ]
=== ଦେଶଜ - ବି—(କୌଣସି ବ୍ୟକ୍ତି ଉପରେ)
ପ୍ରହାର ବୃଷ୍ଟି ହେବା —Being beaten or given blows; being struck.