ମାଡି ମୁଡି ପୂରାଇବା
ଦେଖଣା
ମାଡି ମୁଡି ପୂରାଇବା
ଉଚ୍ଚାରଣ
[ସମ୍ପାଦନା](ମାଡ଼ିମୁଡ଼ି ଭର୍ତ୍ତି କରିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ମାଡି ମୁଡି ପୂରାଇବା
|
ଦେଶଜ - କ୍ରି.
[ସମ୍ପାଦନା]କୌଣସି ସଂକୀର୍ଣ୍ଣ ଆଧାରରେ ବେଶି ପରିମାଣର ଜିନିସ ଜୋର୍ପୂର୍ବକ ଭର୍ତ୍ତ କରିବା To fill up a receeptacle by pressing or queezing things into it.