ମାଣଓସା ଗୁରୁବାର
ଦେଖଣା
ମାଣଓସା ଗୁରୁବାର
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମାର୍ଗଶିର ବା (କେଉଁ ଅଞ୍ଚଳରେ) ମାଘ ବା ଶ୍ରାବଣ ମାସରେ ଗୁରୁବାର ମାନ —The thursdays of the month of Mārgaṡira (or at some places) Māgha or Ṡrābaṇa when Lakshmī is worshipped).
[ଦ୍ରଷ୍ଟବ୍ୟ —ଏ ଦିନ ଗୁଡ଼ିଏ ଶୁକ୍ଳ ଧାନ୍ୟ— ପୂର୍ଣ୍ଣ ମାଣକୁ ଖଟୁଳିରେ ସ୍ଥାପିତ କରି ତାକୁ ଲକ୍ଷ୍ମୀରୂପେ କଳ୍ପନା କରି ପୂଜା କରାଯାଏ ]