ମାଣବ
ଦେଖଣା
ମାଣବ
ଉଚ୍ଚାରଣ
[ସମ୍ପାଦନା](ମାଣବକ—ଅନ୍ୟରୂପ)
(ମାଣବିକା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୂଂ (ମନୁ=ମନୁଷ୍ୟ+କ୍ଷୁଦ୍ରାର୍ଥେ. ଅ;+ସ୍ୱାର୍ଥେ. କ)
[ସମ୍ପାଦନା]- ୧. ଛୋଟ ମନୁଷ୍ୟ; ଗେଡ଼ା ଲୋକ; —୧. A manikin.
- ୨. (ଅବଜ୍ଞାର୍ଥକ) ବାଳକ; ଅର୍ଭକ ଟୋକା —୨. (contemptuous) A boy; a youngster; a lad.
- ୩. କୁତ୍ସିତ ଲୋକ —୩. An ugly man.
- ୪. ବ୍ରାହ୍ମଣ ବାଳକ —୪. A Brāhmaṇa boy.
- ୫. ଷୋଡ଼ଶ ବର୍ଷୀୟ ବାଳକ —୫. A boy of ୧୬ years of age.
- ୬. ଅଷ୍ଟାକ୍ଷର ଛନ୍ଦୋବିଶେଷ —୬. Name of a metre of ୮ syllables.
- ୭. ବିଂଶତିଯଷ୍ଟିକ ହାର; କୋଡ଼ିଏସରିଆ ହାର — ୭. A ୨୦-stringed necklace.
- ୮. ୧୬: ସରିଆ ହାର —୮. A ୧୬-stringed necklace.
- ୯. ଅର୍ଦ୍ଧୋଚ୍ଚାରିତ ମନ୍ତ୍ର —୯. Half-uttered hymn.
[ଉ—(୭ ଓ ୮) କଲା ସେ ପ୍ରମାଣ ମାଣବକ ମୃଗନେତ୍ରାର ହେଲା 'ମାଣବକ' ]
- ୧. ମନୁଷ୍ୟ (ହିନ୍ଦୀ - ଶ.) — ୧୦. Man
- ୧୧. ନିର୍ବୋଧ ବ୍ୟକ୍ତି —୧୧. A silly fellow (Apte.)
- ୧୨. ଧର୍ମ ବିଷୟ ଶିକ୍ଷା କରୁଥିବା ଛାତ୍ର —୧୨. A scholar; a religious student (Apte)