Jump to content

ମାଣିଆ ବନ୍ଦି

ଉଇକିଅଭିଧାନ‌ରୁ

ମାଣିଆ ବନ୍ଦି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଓଡ଼ିଆ ଗଡ଼ଜାତର ବଡ଼ାମ୍ୱା ରାଜ୍ୟର ମାଣିଆବନ୍ଧ ନାମକ ସ୍ଥାନର ତନ୍ତୀମାନଙ୍କଦ୍ୱାରା ବୁଣ ହେବା ରେସମଧଡ଼ିଆ ଧଳା ସୂତା ଲୁଗା ଓ ଶାଢ଼ୀ — A kind of cloth hand-woven by weavers of a village 'Māṇiābāndha in the Oriya State of Baṟḍ̠ambā.'

[ଦ୍ରଷ୍ଟବ୍ୟ —ପୂର୍ବେ ଏମାନେ ଖୁବ୍ ସରୁ ଓ ମସୃଣ ଲୁଗା ବୁଣୁ ଥିଲେ; ଏମନ୍ତ କି, ୧ ହାତ ଲମ୍ୱର ଲୁଗା ଓ ୬ ହାତ ଲମ୍ୱର ଚାଦର ଏକତ୍ର ଗୁଡ଼ା ହୋଇ ଖଣ୍ଡିଏ ବାଉଁଶ ନଳ ମଧ୍ୟରେ ରହି ପାରୁଥିଲା ବର୍ତ୍ତମାନ ଉତ୍ସାହ ଓ ଆଦର ଅଭାବରୁ ଏ ଲୁଗାର ଉତ୍କୃଷ୍ଟତା କମିଯାଇ ଅଛି ମାଣିଆ— ବନ୍ଧରେ ଜଥା, ଶାଢୀ ଓ ଦୋପଟା ଚାଦରମାନ ବୁଣାଯାଏ ଏ ଲୁଗାମାନଙ୍କରେ ଏକ ଫୁଲିଆ ଓ ଏକାଧିକ ଫୁଲିଆ ଚଉଡା ରେସମୀ ଧଡ଼ି ଥାଏ ]