Jump to content

ମାଣିକା

ଉଇକିଅଭିଧାନ‌ରୁ

ମାଣିକା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମା ଧାତୁଜ ମାନ)

[ସମ୍ପାଦନା]
୧. ତେଲ, ଘିଅ ଓ ଶସ୍ୟାଦି ମାପିବାର ପିତଳ ମାଣ —୧. A measuring pot of brass for measuring oil, ghee and grains.
୨. ମାଣିକୀ ଗଉଡୁଣୀ (ଦେଖ) - —୨. Māṇiki gauṟḍ̠uṇī (See)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ମଦ୍ୟ (ଦ୍ରବ୍ୟଗୁଣ) —୧. Wine.
୨. ଆଠପଳ ଓଜନ ପରିମାଣ ବିଶେଷ —୨. A particular weight (equal to eight Paḻas) (Apte)