Jump to content

ମାଣିକୀ ପଟଣା

ଉଇକିଅଭିଧାନ‌ରୁ

ମାଣିକୀ ପଟଣା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ପୁରୀ ଜିଲ୍ଲାର ଦକ୍ଷିଣରେ ଚିଲିକାକୂଳବର୍ତ୍ତୀ ଗୋଟିଏ ଗ୍ରାମ —Name of a village in the south of the Puri district on the shore of the Chilka Lake,

[ଦ୍ରଷ୍ଟବ୍ୟ —ମାଣିକୀ ଗଉଡୁଣୀର ନାମରେ ଏ ଗ୍ରାମ ପୁରୀ ରାଜା ପୁରୁଷୋତ୍ତମ ଦେବଙ୍କଦ୍ୱାରା ସ୍ଥାପିତ ହୋଇଥିଲା ଏଠାରେ ଉତ୍କୃଷ୍ଟ ଓ ଘନ ବସାଦହି ମିଳେ; ସେ ଦହି ବାଉଁଶ ପାଛିଆରେ ବସାଯାଏ ]