ମାଣିକ୍ ଖମ୍ୱ
ଦେଖଣା
ମାଣିକ୍ ଖମ୍ୱ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମାଣିକ୍ୟ ସ୍ତମ୍ଭ)
[ସମ୍ପାଦନା]ବାଲେଶ୍ୱର ନଗରର ବହୁ ଜନାକୀର୍ଣ୍ଣ ଅଂଶ ବିଶେଷ — A populous quarter of the Balasore town.
[ଉ—ଅଦ୍ୟାପି ମାଣିକ୍ୟ—ଖମ୍ୱ ନାମ ଲୋକେ ଯେଣୁ ପ୍ରଥିତ ରାଧାନାଥ. ଉଷା ]
[ଦ୍ରଷ୍ଟବ୍ୟ —କଥିତ ଅଛି ଯେ ବାଣାସୁର ରାଜା ଏଠାରେ ଗୋଟିଏ ମାଣିକ୍ୟର ସ୍ତମ୍ଭ ତିଆରି କରାଇଥିଲେ ଏହି ଅଞ୍ଚଳରେ ବାଲେଶ୍ୱର ରାଜବଂଶର ରାଜବାଟି ଅଛି ]