ମାଣିକ ଚୂନା
ଅଳଙ୍କାରକୁ ପାଲିସି ଓ ଚକଚକିଆ କରିବା ପାଇଁ ବଣିଆଙ୍କ ବ୍ୟବହୃତ ମାଣିକ୍ୟର ଚୂର୍ଣ୍ଣ —Powdered ruby used by goldsmiths for polishing ornaments.