Jump to content

ମାଣିକ ଜୋଡ

ଉଇକିଅଭିଧାନ‌ରୁ

ମାଣିକ ଜୋଡ

ଉଚ୍ଚାରଣ

[ସମ୍ପାଦନା]
(ମାଣିକ ଜୋଡ଼ୀ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ପୁଂ ଓ ପୁଂ, ସ୍ତ୍ରୀ) (ସଂସ୍କୃତ - ମାଣିକ୍ୟ+ ଯୁଗ୍ମ)

[ସମ୍ପାଦନା]
୧. (ବ୍ୟଙ୍ଗ୍ୟ) ପରସ୍ପରଙ୍୘ ପ୍ରିୟ ସଙ୍ଗିଦ୍ୱୟ —୧. A pair of bosom friends.
୨. ପ୍ରେମିକାପ୍ରେମିକ— ଦ୍ୱୟ —୨. A couple of lovers.