ମାଣିଖୁ(ଣ୍ଟି)
ଦେଖଣା
ମାଣିଖୁ(ଣ୍ଟି)
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାଣିଖୁ(ଣ୍ଟି)
|
(ମାଣିକାଠି—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପେଷଣା ଚକିର ତଳ ପଟର କେନ୍ଦ୍ରରେ ପୋତା ଯାଇଥିବା କାଠର କୀଳକ — A peg driven into the centre of the lower mill-stone and round which the upper stone revolves.
[ଦ୍ରଷ୍ଟବ୍ୟ —ପେଷଣା ଚକିର ଉପର ପଟର କେନ୍ଦ୍ରରେ ଥିବା ବଡ ଛିଦ୍ର ମଧ୍ୟରେ ଖଣ୍ଡିଏ ଛୋଟ ରନ୍ଧ୍ରଯୁକ୍ତ କାଠ ଥାଏ ତାକୁ ପିହାଣ, ପିହାଣି ବା ପିହାଣିଆ ବୋଲାଯାଏ ଏହି 'ପିହାଣିଆର' ଛିଦ୍ରରେ ମାଣିଖୁଣ୍ଟିଟି ପଶେ ଏହି ମାଣି— ଖୁଣ୍ଟିକି କେନ୍ଦ୍ର କରି ଉପର ପଟ ଚକି ଘୁରେ ]